ଆକ୍ରଷିବା Ākrashibā

  • ଗ୍ରା. କ୍ରି — ଆକର୍ଷଣ କରିବା — To attack; to draw
  • ଗ୍ରା. କ୍ରି — (ରୋଗ) ଆକ୍ରମଣ କରିବାର ଉପକ୍ରମ କରିବା — To begin to attack (said of a disease.)
  • ଗ୍ରା. କ୍ରି — ଆକ୍ରୋଶ କରିବା — To have a spite