ଆକ୍ରମ Ākrama

  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ନିକଟକୁ ଆସିବା — Coming near
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ଚଢ଼ାଉ କରିବା; ଅନ୍ୟ ବ୍ୟକ୍ତି ଉପରେ ବଳପୂର୍ବକ ପଡ଼ିବା ବା ଅଧିକାର କରିବା — Attacking; falling upon
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ଅଧିକାର କରିବା — Occupying
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ନେବା; ବଳପୂର୍ବକ ନେବା — Seizing; taking
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ବଳିବା — Surpassing
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ଅତିରିକ୍ତ ବୋଝେଇ କରିବା — Overloading
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ବଳ — Might
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ବିକ୍ରମ — Valour
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ଅତିକ୍ରମଣ — Surpassing; going over
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ପରାସ୍ତ କରିବା — Overpowering
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ନିନ୍ଦା; ଆକ୍ରୋଶ — Blaming; blaspheming
  • ସଂ. ବି. (ଆ+କ୍ରମ୍ ଧାତୁ+ଭାବ. ଅ) — ରୋଗ ଘୋଟିବା — Attack of disease