ଆକ୍ରମିବା Ākramibā
- ଗ୍ରା. ପଦ୍ୟ. କ୍ରି. (ଆ+କ୍ରମ୍ ଧାତୁ) — ଆକ୍ରମଣ କରିବା — To attack
- ଗ୍ରା. ପଦ୍ୟ. କ୍ରି. (ଆ+କ୍ରମ୍ ଧାତୁ) — ଅଗ୍ରେ ବାତ୍ୟା ଦେଖି ଜଳେ ଜଳଦସ୍ୟୁ ଆକ୍ରମେ ବଣିଜ ତରୀ। ରାଧାନାଥ, ପାର୍ବତୀ।
- ଗ୍ରା. ପଦ୍ୟ. କ୍ରି. (ଆ+କ୍ରମ୍ ଧାତୁ) — ଅତିକ୍ରମ କରିବା — To pass
- ଗ୍ରା. ପଦ୍ୟ. କ୍ରି. (ଆ+କ୍ରମ୍ ଧାତୁ) — ଆକ୍ରମି ଅନେକ ଯୋଜନ; ପଶିଲେ ଗହନ ବିପିନ। ଭାଗବତ. 10 ମ ଦ୍ୱାରକା। — ଆକ୍ରମି ଅନେକ ଯୋଜନ; ପଶିଲେ ଗହନ ବିପିନ ଭାଗବତ.10ମ ଦ୍ୱାରକା