ଆକ୍ରନ୍ଦ Ākranda

  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — କାନ୍ଦବୋବାଳି; ଉଚ୍ଚୈଃସ୍ୱରରେ କାନ୍ଦିବା; ବାହୁନିବା; ଭୋ ଭୋ ରଡ଼ି କରିବା — Lamentation; crying aloud
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ବିପନ୍ନବ୍ୟକ୍ତିର ଡାକ — Crying of distress
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ଉଚ୍ଚୈସ୍ୱରରେ ଡାକିବା; ଚିତ୍କାର କରିବା — Hallooing; calling loudly; invoking
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ଉଚ୍ଚସ୍ୱର — A cry
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ଯୁଦ୍ଧଭୂମିରେ କରାଯିବା ନାଦ — War—cry
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — (+କର୍ତ୍ତୃ. ଅ) ବନ୍ଧୁ; ମିତ୍ର — Friend
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ଭାଇ — Brother
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ରକ୍ଷକ — Protector
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ଭୟଙ୍କର ଯୁଦ୍ଧ — Fierce combat; battle
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ରାଜା — King
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ସ୍ୱାମୀ — Master
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ= କାନ୍ଦିବା; ଡାକିବା+ଭାବ. ଅ) — ଯେଉଁ ରାଜା ଆପଣାର ମିତ୍ର ରାଜା ଅନ୍ୟ ରାଜାଙ୍କୁ ସାହାଯ୍ୟ କରିବା ବନ୍ଦ କରନ୍ତି — A king who prevents an ally from aiding another