ଆକ୍ରନ୍ଦିତ Ākrandita

  • ସଂ. ବିଣ. (ଆ+କ୍ରନ୍ଦ୍ ଧାତୁ+କର୍ତ୍ତୃ. ତ) — ବାହୁନି କାନ୍ଦୁଥିବା — Lamenting; weeping bitterly
  • ସଂ. ବିଣ. (ଆ+କ୍ରନ୍ଦ୍ ଧାତୁ+କର୍ତ୍ତୃ. ତ) — ଉଚ୍ଚୈସ୍ୱରରେ ଆହୂତ — Called aloud
  • ସଂ. ବି. (+ଭାବ. ତ) — ଉଚ୍ଚୈଃସ୍ୱର — Loud sound
  • ସଂ. ବି. (+ଭାବ. ତ) — କାନ୍ଦବୋବାଳି — Weeping
  • ସଂ. ବି. (+ଭାବ. ତ) — ଆର୍ତ୍ତନାଦ — Shrieking