ଆକ୍ରନ୍ଦନ Ākrandana

  • ସଂ. ବି. (ଆ+କ୍ରନ୍ଦ୍ ଧାତୁ+ଭାବ. ଅନ) — ଉଚ୍ଚୈଃସ୍ୱରରେ ଆହ୍ୱାନ — Hallooing; calling aloud
  • ସଂ. ବି. (ଆ+କ୍ରନ୍ଦ୍ ଧାତୁ+ଭାବ. ଅନ) — ଉଚ୍ଚୈଃସ୍ୱରରେ କ୍ରନ୍ଦନ — Weeping aloud; lamentation