ଆକ୍ଥୁକରିବା Ākthukaribā

  • ଦେ. କ୍ରି. — ଖଙ୍କାର ଖା' ମାରି ଥୁ କରି ଛେପ ପକାଇବା — To spit out after hawking
  • ଦେ. କ୍ରି. — (ଲକ୍ଷଣାର୍ଥ) ଘୃଣା ପ୍ରକାଶ କରିବା — To hate a person