ଆକ୍ତା Āktā

  • ଦେ. ବିଣ. (ଫା. ଆଖ୍ତା) — ଛେଦିତ ମୁଷ୍କ (ଘୋଡ଼ା) ଯାହାର ପୁଂସ୍ତ୍ୱ ନଷ୍ଟ କରାଯାଇଅଛି — Castrated; emasculated
  • ଦେ. ବିଣ. (ଫା. ଆଖ୍ତା) — କିଂକର୍ତ୍ତବ୍ୟବିମୂଢ଼ — Bewildered
  • ଦେ. ବିଣ. (ଫା. ଆଖ୍ତା) — ଆକ୍ରାନ୍ତ; ବ୍ୟତିବ୍ୟସ୍ତ — Distressed; much troubled
  • ଦେ. ବିଣ. (ଫା. ଆଖ୍ତା) — ଅତି କ୍ଳାନ୍ତ — Very much tired