ଆକ୍ଟିଙ୍ଗ୍ Ākṭiṅg

  • ବୈଦେ. (ଇଂ.) ବିଣ — ଏକ୍ଟିଙ୍ଗ୍—କୌଣସି ସ୍ଥାୟୀ କର୍ମଚାରୀଙ୍କ ଅନୁପସ୍ଥିତି ବା ଛୁଟି ସମୟରେ ତାଙ୍କ ସ୍ଥାନରେ ଅସ୍ଥାୟୀରୂପେ ନିଯୁକ୍ତ (କର୍ମଚାରୀ)