ଆକ୍ଟିଙ୍ଗ୍ ଆଲାଉଆନ୍ସ Ākṭiṅg ālāuāns

  • ବୈଦେ. (ଇଂ.) ବି — ଏକଟିଙ୍ଗ୍ କାମ କରୁଥିବା କର୍ମଚାରୀ ନିଜର ସ୍ଥାୟୀ ଦରମାରୁ ଯେଉଁ ଅଧିକା ଦରମା ବା ଭତ୍ତା ଏକଟିଙ୍ଗ୍ ଚାକିରି ପାଇଁ ପାଏ—