ଆକୃଷ୍ଟି Ākṛushṭi

  • ସଂ. ବିଣ. (ଆ+କୃଷ୍ ଧାତୁ+ଭାବ. ତି) — ଆକର୍ଷଣ — Attraction
  • ସଂ. ବିଣ. (ଆ+କୃଷ୍ ଧାତୁ+ଭାବ. ତି) — (ଜ୍ୟୋତିଷ) ମାଧ୍ୟାକର୍ଷଣ — Gravitation
  • ସଂ. ବିଣ. (ଆ+କୃଷ୍ ଧାତୁ+ଭାବ. ତି) — ଧନୁଟାଣିବା — Drawing or bending low a bow