ଆକୂତିପର Ākūtipara

  • ସଂ. ବିଣ. ପୁଂ. (ଆକୂତି+ପର) — ଆପଣାର ଅଭିପ୍ରାୟ ସିଦ୍ଧ କରିଥିବା
  • ସଂ. ବିଣ. ପୁଂ. (ଆକୂତି+ପର) — (ଆକୂତିପରା–ସ୍ତ୍ରୀ) — Accomplishing one's intention
  • ସଂ. ବିଣ. ପୁଂ. (ଆକୂତି+ପର) — (ଆକୂତିପରା–ସ୍ତ୍ରୀ)