ଆକାଶମଲ୍ଲୀ Ākāṡamallī

  • ସଂ. ବି(ଆକାଶରେ ମଲ୍ଲୀଫୁଲପରି ଦେଖାଯିବା) — ନକ୍ଷତ୍ର — Star
  • ସଂ. ବି(ଆକାଶରେ ମଲ୍ଲୀଫୁଲପରି ଦେଖାଯିବା) — ଏକ ପ୍ରକାର ବାଣ ବା ଆତସବାଜୀ — A short of fire-work which bursts into bright sparks on high
  • ସଂ. ବି(ଆକାଶରେ ମଲ୍ଲୀଫୁଲପରି ଦେଖାଯିବା) — [ଦ୍ର—ଏହା ବାରୁଦପୂର୍ଣ୍ଣ କାଗଜ ଗୁଳା। ଏହାକୁ ଉପରମୁହାଁ ଗୋଟିଏ ନଳରେ ପୂରାଇ ନିଆଁ ଲଗାଇଲେ ଏହା ବେଗରେ ଆକାଶକୁ ଉଠିଯାଇ ସେଠାରେ ଫାଟିଯାଏ ଏବଂ ସେଥିରୁ ନାନା ବର୍ଣ୍ଣର ସ୍ଫୁଲିଙ୍ଗ ବାହାରେ।]