ଆକାଶବିହାର Ākāṡabihāra

  • ସଂ. ବି. ( 7 ମୀ ତତ୍; ଆକାଶ+ବିହାର) — ଦେବତାମାନଙ୍କର ଶୂନ୍ୟରେ ଗମନାଗମନ
  • ସଂ. ବି. ( 7 ମୀ ତତ୍; ଆକାଶ+ବିହାର) — ବ୍ୟୋମଯାନ ଦ୍ୱାରା ଶୂନ୍ୟରେ ଯିବା ଆସିବା
  • ସଂ. ବି. ( 7 ମୀ ତତ୍; ଆକାଶ+ବିହାର) — ଆକାଶରେ ଉଡ଼ିବା — Flying