ଆକାଶବାନ୍ Ākāṡabān

  • ସଂ. ବିଣ. ପୁଂ. (ଆକାଶ+ବତ୍; 1 ମା. 1 ବ.) — ଶୂନ୍ୟରୁ କେତେକ ଅଂଶକୁ ଘୋଟିଥିବା ବା ଅଧିକାର କରିଥିବା
  • ସଂ. ବିଣ. ପୁଂ. (ଆକାଶ+ବତ୍; 1 ମା. 1 ବ.) — ଆକାଶଗାମୀ (ଦେଖ) — Ākāṡagāmī (See)