ଆକାଶବାଣୀ Ākāṡabāṇī

  • ସଂ. ବି. (ମଧ୍ୟପଦଲୋପୀ; ଆକାଶ+ବାଣୀ) — ଶୂନ୍ୟଡାକ; ଶୂନ୍ୟ ଶବ୍ଦ; ଯେଉଁ ଡାକ ଶୂନ୍ୟରୁ ବେଳେବେଳେ ଶୁଣାଯାଏ
  • ସଂ. ବି. (ମଧ୍ୟପଦଲୋପୀ; ଆକାଶ+ବାଣୀ) — [ଦ୍ର—ଏହା ଭାବୀ ଅମଙ୍ଗଳସୂଚକ।]
  • ସଂ. ବି. (ମଧ୍ୟପଦଲୋପୀ; ଆକାଶ+ବାଣୀ) — ଦୈବବାଣୀ; ଶୂନ୍ୟରୁ ଶୁଣାଯିବା ଈଶ୍ୱରାଦେଶ
  • ସଂ. ବି. (ମଧ୍ୟପଦଲୋପୀ; ଆକାଶ+ବାଣୀ) — ଆକାଶବାଣୀ ଯେଉଁ ରୂପେ ମୁଁ ଶୁଣିଛି। କୃଷ୍ଣସିଂହ ମହାଭାରତ, ଉଦ୍ଯୋଗ।