ଆକାଶଚମ୍ପା Ākāṡachampā

  • ଦେ. ବି. (ସଂ. ଆକାଶ+ଓ. ଚମ୍ପା) — ଏକପ୍ରକାର ବାଣ— ଯେଉଁ ବାଣ ଆକାଶକୁ ଉଠିଯାଇ ସେଠାରେ ଚମ୍ପାଫୁଲ ପରି ହଳଦିଆ ଆଲୋକ-କଣାମାନ ବିଞ୍ଚେ — A kind of firework which goes up high and bursts into yellow sparks