ଆକାଶଚକ୍ର Ākṡachakra

  • ଦେ. ବି. (ସଂ. ଆକାଶ+ଓ. ଚକ୍ର) — ଏକପ୍ରକାର ବାଣ; ଶୂନ୍ୟଚକ୍ରି; ଯେଉଁ ବାଣ ଆକାଶକୁ ଉଠି ଚକ୍ର ପରି ବୁଲେ — A firework which rises high and exhibits circles of bright light