ଆକାଶଗଙ୍ଗା Ākāṡagaṅgā

  • ସଂ. ବି. (ମଧ୍ୟପଦଲୋପୀ; ଆକାଶରେ ପ୍ରବାହିତା ଗଙ୍ଗା) — ସ୍ୱର୍ଗଗଙ୍ଗା; ମନ୍ଦାକିନୀ — The mythological river of heaven; the celestial Gangas
  • ସଂ. ବି. (ମଧ୍ୟପଦଲୋପୀ; ଆକାଶରେ ପ୍ରବାହିତା ଗଙ୍ଗା) — ଛାୟାପଥ — The milky-way