ଆକାଶକୟାଁ Ākāṡakayāñ

  • ଦେ. ବି. — ଶୂନ୍ୟରେ କୟାଁ ବା ତେନ୍ତୁଳି ଫଳିବା ଯେପରି ଅସମ୍ଭବ, ସେହିପରି ଅସମ୍ଭବ କଥା — An improbable thing
  • ଦେ. ବି. — ସୃଷ୍ଟି ଛଡ଼ା କଥା — A thing which is not in existence
  • ଦେ. ବି. — ଅନିଶ୍ଚିତ ବିଷୟ — An uncertain matter
  • ଦେ. ବି. — (ଆକାଶକୟାଁ ଚିଲିକା ମାଛ—ପ୍ରବଚନ।)