ଆକାଶକୁସୁମ Ākāṡakusuma

  • ସଂ. ବି. (ମଧ୍ୟପଦଲୋପୀ; ଆକାଶରେ ଜାତ କୁସୁମ) — (ଆକାଶରେ ଫୁଲ ଫୁଟିବା ଯେପରି ଅସମ୍ଭବ ସେହିପରି ଅସମ୍ଭବ କଥା) ଖପୁଷ୍ପ — An improbable matter as a flower budding forth in the space
  • ସଂ. ବି. (ମଧ୍ୟପଦଲୋପୀ; ଆକାଶରେ ଜାତ କୁସୁମ) — କାଳ୍ପନିକ ବିଷୟ — An imaginary matter; a flower of fancy
  • ସଂ. ବି. (ମଧ୍ୟପଦଲୋପୀ; ଆକାଶରେ ଜାତ କୁସୁମ) — [ତୁଳ—ଆକାଶ କୟାଁ; ଲେଡି ବାଳ; ଜିଭ ହାଡ଼; ପିମ୍ପୁଡି ରକତ; ବତକ ପିତ୍ତ; ଡିମ୍ବିରି ଫୁଲ।]
  • ସଂ. ବି. (ମଧ୍ୟପଦଲୋପୀ; ଆକାଶରେ ଜାତ କୁସୁମ) — ନିଷ୍ଫଳ ଓ ଅସାର ଆଶା — 4. Vain hopes; unreasonable hopes