ଆକାଶକୁ ଉଠାଇବା Ākāṡaku uṭhāibā

  • ଦେ. କ୍ରି. — କୌଣସି ବ୍ୟକ୍ତିକୁ ଅଯଥା ପ୍ରଶଂସା କରିବା — To lift a person to the 7th heaven; to praise one for nothing
  • ଦେ. କ୍ରି. — କୌଣସି ବ୍ୟକ୍ତିକୁ ଅଯଥା ଆଶା ଦେବା — To give false and unreasonable hopes to another