ଆକାଙ୍ଷା Ākāṇkshā
- ସଂ. ବି. (ଆ+କାଙ୍କ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ—ତୁଳ. ଇ. —Hankering.)— ସ୍ପୃହା; ବଳବତୀ ଇଚ୍ଛା — Longing; hankering
- ସଂ. ବି. (ଆ+କାଙ୍କ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ—ତୁଳ. ଇ. —Hankering.)— ଇଚ୍ଛା; ଅଭିଳାଷ — Wish; desire
- ସଂ. ବି. (ଆ+କାଙ୍କ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ—ତୁଳ. ଇ. —Hankering.)— (ବ୍ୟାକରଣ) କୌଣସି ଶବ୍ଦର ଅର୍ଥ ସଂପୂର୍ଣ୍ଣ କରିବାପାଇଁ ଅନ୍ୟ ଶବ୍ଦର ଅପେକ୍ଷା — Need of supplying a word to complete the sense or thought
- ସଂ. ବି. (ଆ+କାଙ୍କ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ—ତୁଳ. ଇ. —Hankering.)— [ଦ୍ର—ସଂ. ବ୍ୟାକରଣରେ ଗୋଟିଏ ଶବ୍ଦ ବା ଭାବର ଅର୍ଥ ସମ୍ପୂର୍ଣ୍ଣ କରିବାପାଇଁ 3 ଟି ବିଷୟ ଲୋଡ଼ା—ଆକାଙ୍ଷା; ଆସତ୍ତି; ଯୋଗ୍ୟତା] — [ଦ୍ର—ସଂ. ବ୍ୟାକରଣରେ ଗୋଟିଏ ଶବ୍ଦ ବା ଭାବର ଅର୍ଥ ସମ୍ପୂର୍ଣ୍ଣ କରିବାପାଇଁ3ଟି ବିଷୟ ଲୋଡ଼ା—ଆକାଙ୍ଷା; ଆସତ୍ତି; ଯୋଗ୍ୟତା]
- ସଂ. ବି. (ଆ+କାଙ୍କ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ—ତୁଳ. ଇ. —Hankering.)— ଆଶା — Expectation
- ସଂ. ବି. (ଆ+କାଙ୍କ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ—ତୁଳ. ଇ. —Hankering.)— ଉଦ୍ଦେଶ୍ୟ; ଅଭିପ୍ରାୟ — Purpose; intention
- ସଂ. ବି. (ଆ+କାଙ୍କ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ—ତୁଳ. ଇ. —Hankering.)— (ଅଳଙ୍କାର) ବାକ୍ୟରେ ବ୍ୟବହୃତ ପଦମାନଙ୍କର ଅର୍ଥ ସମ୍ବନ୍ଧରେ ଯେଉଁ ପରସ୍ପର ଅପେକ୍ଷା ଥାଏ; ପ୍ରତୀତି ପର୍ଯ୍ୟବସାନବିରହ — The inter-relation of words in a sentence in respect of meaning