ଆକାଙ୍କ୍ଷ Ākāṅksha

  • ସଂ. ବିଣ. (ଆ+କାଙ୍କ୍ଷ୍ ଧାତୁ+କର୍ତ୍ତୃ. ଅ) — (ବ୍ୟାକରଣ)—ଅର୍ଥ- ପୂର୍ଣ୍ଣ କରିବାପାଇଁ ଅନ୍ୟ ଶବ୍ଦ ଲୋଡୁଥିବା (ଶବ୍ଦ) — (grammar) (a word) Requiring another word or words to complete the sense (M. W.)