ଆକାଙ୍କ୍ଷୀ Ākāṅkshī
- ସଂ. ବିଣ. ପୁଂ. (ଆ+କାଙ୍କ୍ଷ୍ ଧାତୁ+ଇନ୍; ଆକାଙ୍କ୍ଷିନ୍. 1 ମା. 1 ବ.) ଅଭିଳାଷୀ; ଇଚ୍ଛୁକ — Desirous; longing after
- ସଂ. ବିଣ. ପୁଂ. (ଆ+କାଙ୍କ୍ଷ୍ ଧାତୁ+ଇନ୍; ଆକାଙ୍କ୍ଷିନ୍. 1 ମା. 1 ବ.) ଅପେକ୍ଷାକାରୀ — Waiting
- ସଂ. ବିଣ. ପୁଂ. (ଆ+କାଙ୍କ୍ଷ୍ ଧାତୁ+ଇନ୍; ଆକାଙ୍କ୍ଷିନ୍. 1 ମା. 1 ବ.) ଜିଜ୍ଞାସୁ — Desirous of asking