ଆକସ୍ମିକ Ākasmika

  • ସଂ. ବିଣ. (ଅକସ୍ମାତ୍=କୌଣସିଠାରୁ ନୁହେଁ+ଇକ; ନିପାତନ) — ଅକସ୍ମାତ୍ ଉତ୍ପନ୍ନ; ଅକସ୍ମାତ୍ ଉପସ୍ଥିତ — Sudden; happening unexpectedly; accidental
  • ସଂ. ବିଣ. (ଅକସ୍ମାତ୍=କୌଣସିଠାରୁ ନୁହେଁ+ଇକ; ନିପାତନ) — ଅପ୍ରତ୍ୟାଶିତ — Unforeseen; unexpected
  • ସଂ. ବିଣ. (ଅକସ୍ମାତ୍=କୌଣସିଠାରୁ ନୁହେଁ+ଇକ; ନିପାତନ) — ଅକାରଣ; ଅମୂଳକ — Causeless; groundless