ଆକଳ୍ପ Ākaḻpa

  • ସଂ. ଅ. (ଆ=ପର୍ଯ୍ୟନ୍ତ+କଳ୍ପ) — କଳ୍ପାବସାନ ବା କଳ୍ପାନ୍ତ ପର୍ଯ୍ୟନ୍ତ — Till the end of time
  • ସଂ. ଅ. (ଆ=ପର୍ଯ୍ୟନ୍ତ+କଳ୍ପ) — ପ୍ରଳୟକାଳ ପର୍ଯ୍ୟନ୍ତ — Till a cataclysm occurs
  • ସଂ. ବି — (ଆ+କ୍ରୁପ୍ ଧାତୁ=ଭୂଷିତ କରିବା+କରଣ. ଅ)—ବେଶ ରଚନା — Dressing
  • ସଂ. ବି — ଆନନ୍ଦ — Joy; delight
  • ସଂ. ବି — ବେଶଭୂଷା — Decoration
  • ସଂ. ବି — ଅଳଙ୍କାର — Ornaments
  • ସଂ. ବି — (+ଭାବ. ଅ)—ଉନ୍ନତି — Improvement
  • ସଂ. ବି — କଳ୍ପନା — Imagination
  • ସଂ. ବି — ଯୋଡ଼ାଥାନ; ଗଣ୍ଠି — Knot; joint
  • ସଂ. ବି — ରୋଗ; ପୀଡ଼ା — Disease; sickness
  • ସଂ. ବି — ମୂର୍ଚ୍ଛିତ ହେବା; ବେହୋସ୍ ହେବା — Fainting