ଆକର୍ଷିବା Ākarshibā
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — ଆକର୍ଷଣ କରିବା — 1. To attract; to draw
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — କାହୁଁ ଆସି ଦାରୁଣ ନିଦ୍ରା ମୋ ଦେହକୁ, ଆକର୍ଷି ଦେଲା ମୋତେ ଏପରି ମୋହକୁ। କୃଷ୍ଣସିଂହ. ମହାଭାରତ. ବନ।
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — (ଜ୍ୱର) ଉପକ୍ରମ ହେବା; ଆକ୍ରମଣ କରିବା — To attack
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — ଆକୃଷ୍ଟ ହେବା — To be attracted
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — ଯାବତ ଶୁଭାଶୁଭ କର୍ମେ, ଚିତ୍ତ ଆକର୍ଷେ ମତିଭ୍ରମେ। ଜଗନ୍ନାଥ—ଭାଗବତ।
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — (ସଂ. ଆକ୍ରମଣ)
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — ଆକ୍ରୋଶ କରିବା; ରାଗ କରିବା — To be angry
- ଦେ. ପଦ୍ୟ. କ୍ରି. 1 । (ସଂ. ଆ+କୃଷ୍ ଧାତୁ) — ନୟନ ତରାଟି ସେହି ଚାହାନ୍ତି ଆକର୍ଷି। ଅ. କା. ଦା. ରା.।