ଆକର୍ଷଣୀ Ākarshaṇī

  • ସଂ. ବି. ସ୍ତ୍ରୀ—(ଆ+କୃଷ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ— ଯାହାଦ୍ୱାରା ଆକର୍ଷଣ କରାଯାଏ) ଅଗବଙ୍କା; କଣ୍ଟା; ଆଙ୍କୁଶକଣ୍ଟା — Hook; hooked nail;
  • ସଂ. ବି. ସ୍ତ୍ରୀ—(ଆ+କୃଷ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ— ଯାହାଦ୍ୱାରା ଆକର୍ଷଣ କରାଯାଏ) ଆଙ୍କୁଡ଼ି — A rod with a hook used to pick fruits from high trees
  • ସଂ. ବି. ସ୍ତ୍ରୀ—(ଆ+କୃଷ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ— ଯାହାଦ୍ୱାରା ଆକର୍ଷଣ କରାଯାଏ) ଲତାର ସୂକ୍ଷ୍ମ ବଙ୍କା ଅଗ୍ର, ଯାହାଦ୍ୱାରା ଲତା ଆଶ୍ରୟକୁ ଧରି ଧରି ଗୁଡ଼େଇ ହୋଇ ଉପରକୁ ଉଠେ; ଲତାପ୍ରତାନ — The pointed and hook-like end of a creeper
  • ସଂ. ବି. ସ୍ତ୍ରୀ—(ଆ+କୃଷ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ— ଯାହାଦ୍ୱାରା ଆକର୍ଷଣ କରାଯାଏ) ଶରୀରର ଚିହ୍ନ ବା ମୁଦ୍ରାବିଶେଷ — The signs of the body
  • ସଂ. ବି. ସ୍ତ୍ରୀ—(ଆ+କୃଷ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ— ଯାହାଦ୍ୱାରା ଆକର୍ଷଣ କରାଯାଏ) (+କର୍ତ୍ତୃ. ଅନ) ଆକର୍ଷଣକାରିଣୀ — Attracting
  • ସଂ. ବି. ସ୍ତ୍ରୀ—(ଆ+କୃଷ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ— ଯାହାଦ୍ୱାରା ଆକର୍ଷଣ କରାଯାଏ) (ଯଥା—ଆକର୍ଷଣୀ ଶକ୍ତି।)