ଆକର୍ଷ Ākarsha

  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ଆକର୍ଷଣ — Drawing
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ଧନୁ ଟାଣିବା — Drawing a bow
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ପଶା ଖେଳିବା — Playing with dice
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ରୋଗଜନିତ ଭୟଙ୍କର ବେଗ ବା କମ୍ପ — Spasm
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ଦୂରକୁ ଟାଣିନେବା — Drawing away
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — (+କର୍ମ. ଅ) ପଶାକାଠି — Dice; a die
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ଇନ୍ଦ୍ରିୟ — Sense-organs
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ପଶାପାଲି — A dice-board
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — (+କରଣ.ଅ) ଚୁମ୍ବକ — Load stone
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — କଷଟି ପଥର — Touch-stone
  • ସଂ. ବି. (ଆ+କୃଷ୍ ଧାତୁ+ଭାବ.ଅ) — ଅଙ୍କୁଶ — Hook