ଆକରିକ Ākarika

  • ସଂ. ବିଣ. (ଆକର+ଇକ) — ଖଣିସମ୍ବନ୍ଧୀୟ — Relating to mines
  • ସଂ. ବିଣ. (ଆକର+ଇକ) — ଖଣିଜ; ଖଣିରୁ ଉତ୍ପନ୍ନ — Mineral
  • ସଂ. ବିଣ. (ଆକର+ଇକ) — ଖଣିରେ କାମ କରୁଥିବା — Mining; engaged in mine
  • ସଂ. ବି. ପୁଂ. — ଖଣିରୁ କର ଆଦି ଆଦାୟ କରିବା ପାଇଁ ନିଯୁକ୍ତ ରାଜକର୍ମଚାରି — A person appointed to supervise a mine