ଆକମ୍ପିତ Ākampita

  • ସଂ. ବିଣ. (ଆ+କମ୍ପିତ) — ଇଷତ୍କମ୍ପିତ — Tremulous
  • ସଂ. ବିଣ. (ଆ+କମ୍ପିତ) — ଥରୁଥିବା — Shaking
  • ସଂ. ବିଣ. (ଆ+କମ୍ପିତ) — ଅଳ୍ପ ହଲୁଥିବା — Shaking a little