ଆକଞ୍ଚା Ākañchā

  • ଗ୍ରା. ବି. — ଆକାଂକ୍ଷା — Will; desire; intention
  • ଗ୍ରା. ବି. — ଗୋପୀ ପ୍ରେମ ଅନୁଗ୍ରହ ଆକଞ୍ଚା. ସେହି ମତି ମୋ ନିରନ୍ତର ବାଞ୍ଚା। ପ୍ରାଚୀ—ରହସ୍ୟମଞ୍ଜରୀ।