ଆଏଁଖ ଆସିବା Āeñkha āsibā

  • ପ୍ରାଦେ. (ସମ୍ବଲପୁର) ବି — ଆଖି ପତାରେ ଉଠିବା ଆଲୁଅ ବା ବ୍ରଣ — A boil on the eye-lid
  • ପ୍ରାଦେ. (ସମ୍ବଲପୁର) ବି — ଆଖି ବଥାଇବା — Aching of the eye