ଆଉଜାଇବା Āujāibā

  • ଦେ. କ୍ରି — ଆଉଜିବାର ଣିଜନ୍ତ ରୂପ — The causative form of Āujibā
  • ଦେ. କ୍ରି — ମେଲା ଥିବା କବାଟକୁ ନ କିଳି ବନ୍ଦ କରି ଦେବା — To shut (a door)
  • ଦେ. କ୍ରି — କୌଣସି ପଦାର୍ଥକୁ ଏକପାଖକୁ ଆଡ଼େଇ ଦେବା — To push (a thing) to one side
  • ଦେ. କ୍ରି — କୌଣସି ପଦାର୍ଥକୁ ଅନ୍ୟ ଆଶ୍ରୟ ଉପରକୁ ଡେରି ଦେବା — To set a thing leaning to another
  • ଦେ. କ୍ରି — ବଲ୍ଲକୀ ଉରେ ଆଉଜାଇ ଶାରଦା। ଭଞ୍ଜ. ବୈଦେହୀଶବିଳାସ।