ଆଉଁଷିବା Āuñshibā

  • ଦେ. କ୍ରି. — ଦେହ ଉପରେ ଧୀରଭାବରେ ହାତ ବୁଲାଇବା — To pat the body softly
  • ଦେ. କ୍ରି. — ସନ୍ତୋଷ ହୋଇ ମୁରାରି ଆଉଁଷେ ପିଠି। ପ୍ରାଚୀ. ରହସ୍ୟମଞ୍ଜରୀ।