ଆଇ. ସି. ଏସ୍ Āi. Si. Es.

  • ବୈଦେ. (ଇଂ. Indian Civil Service) ଭାରତର ଇଂରାଜ ସରକାରଙ୍କ ଅଧୀନରେ ଥିବା ଉଚ୍ଚପଦସ୍ଥ ରାଜକର୍ମଚାରୀଙ୍କ ନାମ ପରେ ଲେଖାଯିବା ସାଙ୍କେତିକ ଇଂରାଜି ଅକ୍ଷରତ୍ରୟ — I. C. S