ଆଇ. ଏମ୍. ଏସ୍ Āi. Em. Es.

  • ବୈଦେ. (ଇଂ.) ବି — ଭାରତୀୟ ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ଅଧୀନ ଡାକ୍ତରି ବିଭାଗର ଉଚ୍ଚକର୍ମଚାରୀଙ୍କ ନାମରେ ଲାଗିବା ପଦବୀ — I. M. S. (Indian medical service)