ଆଇ. ଇ. ଏସ୍ Āi. I. Es.

  • ବୈଦେ. (ଇଂ.) ବିଣ — (ଭାରତୀୟ ଇଂରାଜ ଗଭର୍ଣ୍ଣ— ମେଣ୍ଟଙ୍କ ଅଧୀନରେ ଶିକ୍ଷାବିଭାଗୀୟ ଉଚ୍ଚ କର୍ମଚାରୀଙ୍କ ପରେ ଲାଗିବା ସାଙ୍କେତିକ ଚିହ୍ନ) ନାମ; ଭାରତୀୟ ଶିକ୍ଷା ବିଭାଗର ଉଚ୍ଚ କର୍ମଚାରୀ — Belonging to the Indian Education Higher service