ଆଇଶିଙ୍ଗ୍ Āiṡiṅg

  • ବୈଦେ. (ଚୀନଦେଶୀୟ ନାମ) ବି. ପୁଂ. — ଖ୍ରୀଷ୍ଟ 7 ମ ଶତାବ୍ଦୀରେ ଭାରତପର୍ଯ୍ୟଟନ କରିଥିବା ଚୀନପରିବ୍ରାଜକ — ଖ୍ରୀଷ୍ଟ7ମ ଶତାବ୍ଦୀରେ ଭାରତପର୍ଯ୍ୟଟନ କରିଥିବା ଚୀନପରିବ୍ରାଜକ— Name of a Chinese traveller who visited India in the 7th Century A. D
  • ବୈଦେ. (ଚୀନଦେଶୀୟ ନାମ) ବି. ପୁଂ. — [ଦ୍ର—ଏ ଖ୍ରୀଷ୍ଟପୂର୍ବ 670 ରେ ଚୀନରୁ ଯାତ୍ରା କରି ଖ୍ରୀଷ୍ଟପୂର୍ବ 695 ରେ ସ୍ୱଦେଶକୁ ଫେରିଥିଲେ। ଏ ଭାରତରୁ ଧର୍ମସମ୍ବନ୍ଧୀୟ 400 ଗ୍ରନ୍ଥ ଓ କେତେଗୁଡ଼ିଏ ଚିତ୍ର ସଂଗ୍ରହ କରିନେଇ ଯାଇଥିଲେ ଏବଂ ତହିଁ ମଧ୍ୟରୁ 56 ଖଣ୍ଡ ଗ୍ରନ୍ଥ ଚୀନଭାଷାରେ ଅନୁବାଦ କରିଥିଲେ।] — [ଦ୍ର—ଏ ଖ୍ରୀଷ୍ଟପୂର୍ବ670ରେ ଚୀନରୁ ଯାତ୍ରା କରି ଖ୍ରୀଷ୍ଟପୂର୍ବ695ରେ ସ୍ୱଦେଶକୁ ଫେରିଥିଲେ ଏ ଭାରତରୁ ଧର୍ମସମ୍ବନ୍ଧୀୟ400ଗ୍ରନ୍ଥ ଓ କେତେଗୁଡ଼ିଏ ଚିତ୍ର ସଂଗ୍ରହ କରିନେଇ ଯାଇଥିଲେ ଏବଂ ତହିଁ ମଧ୍ୟରୁ56ଖଣ୍ଡ ଗ୍ରନ୍ଥ ଚୀନଭାଷାରେ ଅନୁବାଦ କରିଥିଲେ]