ଆଇନ୍ ବିଭାଗ Āin bibhāga
- ଦେ. ବି. — ଗଭର୍ଣ୍ଣମେଣ୍ଟଙ୍କର ଯେଉଁ ବିଭାଗଦ୍ୱାରା ଆଇନ୍ସମ୍ବନ୍ଧୀୟ (ବିଚାରସମ୍ବନ୍ଧୀୟ) ବିଷୟମାନ ପରିଚାଳିତ ହୁଏ — Department of law (and justice) under a Government
- ଦେ. ବି. — ଗଭର୍ଣ୍ଣମେଣ୍ଟଙ୍କର ଯେଉଁ ବିଭାଗର ତତ୍ତ୍ୱାବଧାନରେ ଆଇନ୍ମାନ ପ୍ରଣୀତ ହୁଏ — Legislative department