ଆଇନ୍ କାଢ଼ିବା Āin kāṟḍ̠ẖibā

  • ଦେ. କ୍ରି. — କୌଣସି ମକଦ୍ଦମାରେ ପ୍ରଯୁଜ୍ୟ ରାଜକୀୟ ବିଧି ଦର୍ଶାଇବା — To point out an act or law suiting a case
  • ଦେ. କ୍ରି. — କୌଣସି ନିର୍ଦ୍ଦିଷ୍ଟ ନିୟମର ବଶବର୍ତ୍ତୀ ହେବାକୁ ଆଦେଶ ଦେବା — To order to abide by a particular rule