ଆଁଚନ୍ Āñchan

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଆଞ୍ଚ୍=ଭିଡ଼ିବା) — ଦଉଡ଼ିଆ ଖଟର ଗୋଡ଼ ପାଖଆଡ଼ୁ ଏକ ହାତ ଜାଗା ପର୍ଯ୍ୟନ୍ତ ଛନ୍ଦାଥିବା ପନାସୀଦଉଡ଼ି — The rope used in a bedstead