ଆଁ କରିବା Āñ karibā

  • ଦେ. କ୍ରି. — ପାଟି ମେଲାକରିବା; ମୁଖ ବ୍ୟାଦାନକରିବା — To gape; to open the mouth wide
  • ଦେ. କ୍ରି. — ସେ ତେଜ ପୁଣି ବ୍ରହ୍ମା ଦିଅନ୍ତେ ଆଁ କରି ବ୍ରହ୍ମାଙ୍କ ପେଟରେ ରହିଲେ ଘର କରି—କୃଷ୍ଣସିଂହ. ମହାଭାରତ. ଶାନ୍ତି।