ଆଁଛି Āñchhi

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଅଞ୍ଚଳ) — କସ୍ତାସୁତା; ନାଲି ରଙ୍ଗ କରାଯାଇଥିବା ଦେଶୀ ମୋଟା ସୁତା (ଏହା ଗାମୁଛାର ମୁହଁରେ ଓ ଧଡ଼ିରେ ଲାଗେ) — Red coloured coarse thread