ଅୟୋମୁଖ Ayomukha

  • ସଂ. ବିଣ. (ବହୁବ୍ରୀହି; ଅୟଃ+ମୁଖରେ ଯାହାର) — ଲୌହାଗ୍ରବିଶିଷ୍ଟ — Iron-topped
  • ସଂ. ବିଣ. (ବହୁବ୍ରୀହି; ଅୟଃ+ମୁଖରେ ଯାହାର) — ଲୁହାସମାଲଗା — Capped with iron rings
  • ସଂ. ବିଣ. (ବହୁବ୍ରୀହି; ଅୟଃ+ମୁଖରେ ଯାହାର) — କଠିନ ମୁଖବିଶିଷ୍ଟ — Hard mouthed; hard muzzled
  • ସଂ. ବିଣ. (ବହୁବ୍ରୀହି; ଅୟଃ+ମୁଖରେ ଯାହାର) — କଠିନଥଣ୍ଟଯୁକ୍ତ — With hard beaks
  • ସଂ. ବି (ମଧ୍ୟପଦଲୋପୀ, ଅୟୋମୟ+ମୁଖ) — ହତିଆର ଆଦିର ଲୌହନିର୍ମିତ ଅଗ୍ରଭାଗ — Iron points of instruments or weapons
  • ସଂ. ବି (ମଧ୍ୟପଦଲୋପୀ, ଅୟୋମୟ+ମୁଖ) — (ବହୁବ୍ରୀହି) ବାଣ — Arrow
  • ସଂ. ବି (ମଧ୍ୟପଦଲୋପୀ, ଅୟୋମୟ+ମୁଖ) — ଲାଙ୍ଗଳାଦି; ଲଙ୍ଗଳମୁଣ୍ଡା — Plough-share
  • ସଂ. ବି (ମଧ୍ୟପଦଲୋପୀ, ଅୟୋମୟ+ମୁଖ) — କଠିନ ଥଣ୍ଟ ଥିବା ପକ୍ଷୀ — A bird with hard beaks
  • ସଂ. ବି (ମଧ୍ୟପଦଲୋପୀ, ଅୟୋମୟ+ମୁଖ) — ଅସୁରବିଶେଷ — Name of a demon
  • ସଂ. ବି (ମଧ୍ୟପଦଲୋପୀ, ଅୟୋମୟ+ମୁଖ) — ପର୍ବତ — Mountain