ଅୟୋଗବ Ayogaba

  • ସଂ. ବି. (ଅଯୋଗ=ହୀନଯୋଗ+ଜାତାର୍ଥେ. ବ) — ବୈଶ୍ୟା ସ୍ତ୍ରୀ ଓ ଶୂଦ୍ର ପୁରୁଷଠାରୁ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତି — A hybrid caste
  • ସଂ. ବି. (ଅଯୋଗ=ହୀନଯୋଗ+ଜାତାର୍ଥେ. ବ) — (ଦ୍ର—ଏମାନଙ୍କ ଜାତିଗତ ବ୍ୟବସାୟ ବଢ଼େଇ ଓ କମାର କାମ; ତୁଳ—ଓ. ବଢ଼େଇ କମାରଙ୍କ ବଂଶୋପାଧି ଓଝା।)