ଅୟୋଗ୍ର Ayogra

  • ସଂ. ବିଣ (ବହୁବ୍ରୀହି; ଅୟଃ=ଲୌହ୍ ଅଛି ଅଗ୍ର ଭାଗରେ ଯାହାର) — ଅଗରେ ଲୁହା ଲାଗିଥିବା — Iron tipped
  • ସଂ. ବି — ସମାଲଗା ମୂଷଳ ବା ଢିଙ୍କି ପାହାର — Irontipped pestle
  • ସଂ. ବି — ଯେଉଁ ଯଷ୍ଠି ଅଗରେ ଲୁହାସମା ଥାଏ — A stick having ironring at the top
  • ସଂ. ବି — ହାତୁଡ଼ି — Hammer