ଅୟୁତାୟୁତ Ayutāyuta

  • ସଂ. ବିଣ (ଅୟୁତ+ଅୟୁତ; ବହୁ ଅର୍ଥରେ ସଂଖ୍ୟାବାଚକ ଶବ୍ଦର ଦ୍ୱିପ୍ରୟୋଗ; ଯଥା— ଶତଶତ, ଲକ୍ଷଲକ୍ଷ ଇତ୍ୟାଦି) — ବହୁ ଅୟୁତ — Many thousands of
  • ସଂ. ବିଣ (ଅୟୁତ+ଅୟୁତ; ବହୁ ଅର୍ଥରେ ସଂଖ୍ୟାବାଚକ ଶବ୍ଦର ଦ୍ୱିପ୍ରୟୋଗ; ଯଥା— ଶତଶତ, ଲକ୍ଷଲକ୍ଷ ଇତ୍ୟାଦି) — ଅସଂଖ୍ୟ; ଅଗଣିତ — Innumerable
  • ସଂ. ବିଣ (ଅୟୁତ+ଅୟୁତ; ବହୁ ଅର୍ଥରେ ସଂଖ୍ୟାବାଚକ ଶବ୍ଦର ଦ୍ୱିପ୍ରୟୋଗ; ଯଥା— ଶତଶତ, ଲକ୍ଷଲକ୍ଷ ଇତ୍ୟାଦି) — [ଦ୍ର—ଅଗଣିତ ବା ବହୁ ଅର୍ଥ ବୁଝାଇବାପାଇଁ ଶତଶତ, ସହସ୍ରସହସ୍ର, ଲକ୍ଷଲକ୍ଷ, କୋଟିକୋଟି ଇତ୍ୟାଦି ଶବ୍ଦମାନ ବ୍ୟବହୃତ ହୁଏ।]