ଅୟିସୁଲକ୍ଷଣୀ (ଇତ୍ୟାଦି) Ayisulakshaṇī (etc)

  • ଦେ. ବିଣ. ସ୍ତ୍ରୀ — ଅଇସୁଲକ୍ଷଣୀ ଇତ୍ୟାଦି (ଦେଖ) — Aisulakshaṇī etc (See)
  • ଦେ. ବିଣ. ସ୍ତ୍ରୀ — ସୁକଲ୍ୟାଣ ବାଞ୍ଛା କଲେ ଭଦ୍ର ଶକ୍ରବତି, ଅୟିସୁଲକ୍ଷଣୀ ହୁଅ ଆଉ ପୁତ୍ରବତୀ—ସାରଳାମହାଭାରତ. ମଧ୍ୟ।